ମାଫିଆଙ୍କ କବ୍ଜାରେ ଆରୁହା ପାହାଡ଼: ଦୈନିକ ୧୦ହଜାର ଟନ୍ ପଥର ଚୋରାଚାଲାଣ
ଯାଜପୁର: ଯାଜପୁରର ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ ଏବେ ମାଫିଆଙ୍କ କବ୍ଜାରେ। ଏଠାରୁ ଦୈନିକ ୧୦ହଜାର ଟନ୍ କଳାପଥର ଚୋରାଚାଲାଣ ହେଉଥିବା ଆକଳନ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ସରକାରୀ କଳ ବ୍ୟସ୍ତ ରହିଥିବା ବେଳେ ଚୋରା କାରବାର ଚରମସୀମାରେ ପହଞ୍ଚିଛି। ଲଘୁ ଖଣିଜ ଚୋରି ପାଇଁ ବାଟ ଫିଟିଛି। ଅଣଲିଜ୍ ସୈରାତରୁ ମେସିନ୍ ଲଗାଇ ଦିନରାତି କଳାପଥର ଖୋଳାଚାଲିଛି। ୧୪୭ଏକର ପରିମିତ ଆରୁହା ପାହାଡ଼ର ୫ଟି ସୈରାତ୍କୁ ଲିଜ୍ ଦିଆଯାଇଛି। ମୋଟ ଲିଜ୍ ଅଞ୍ଚଳ ଥିଲା […]








