ସତ୍ୟନାରାୟଣ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ
ଢ଼େଙ୍କିକୋଟ/ଘଟଗାଁ: ସତ୍ୟନାରାୟଣ ବିଦ୍ୟାପୀଠ ଅଞ୍ଚଳ ପାଇଁ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ହୋଇପାରିଛି। ଆଜି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରି ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏହା କହିଛନ୍ତି। ଶ୍ରୀ ପାତ୍ର କହିଥିଲେ ଯେ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଡ଼ାକ୍ତର , ଇଞ୍ଜିନିୟର , ଓଏଏସ ଏବଂ ଆଇଏ ଏସ ହେଇଛନ୍ତି। ଏହି ଅବସରରେ ସେ ଦିବଂଗତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପୃଷ୍ଟି ଓ କୈଳାସ ଚନ୍ଦ୍ର ସାହୁଙ୍କ […]









