ଘରେ ପଶି ମହିଳାଙ୍କୁ ଗୁଳିମାଡ଼: ଗରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି
ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସିଂହଶାଳ ପଞ୍ଚାୟତର କଦୋଗୁଡ଼ା ଗାଁର ଜଣେ ମହିଳାଙ୍କୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି । ଏଣେ ମହିଳାଜଣକ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଦୋଗୁଡ଼ାର ରୁକ୍ମିଣୀ ମହନ୍ତ(୩୦) ଗତକାଲି ରାତିରେ ନିଜ ଘରେ ଏକୁଟିଆ ଥିଲେ। ସେ ରୋଷେଇ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ କବାଟ ବାଡ଼େଇଥିଲେ। ରୁକ୍ମିଣୀ କବାଟ ଖୋଲିବାମାତ୍ରେ ତାଙ୍କୁ […]









