ଶ୍ରୀହୀନ ହେଉଛି ସୁବର୍ଣ୍ଣ ଦ୍ବୀପ
ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ନିକଟ ସୁବର୍ଣ୍ଣ ଦ୍ବୀପ ଏବେ ଶ୍ରୀହୀନ ହୋଇପଡ଼ୁଛି। ସୌନ୍ଦର୍ଯ୍ୟ ବଢ଼ାଉଥିବା ଝାଉଁଗଛ ଉଭାନ ହେବାରେ ଲାଗିଛି। ପ୍ରାକୃତିକ ଦୁର୍ବିପାକ ଏବଂ କାଠ ମାଫିଆ ଏହାର କାରଣ ସାଜିଛନ୍ତି। ଫଳରେ ସରକାର ରାଜସ୍ବ ହରାଉଛନ୍ତି ଏବଂ ପର୍ଯ୍ୟଟକ ହତାଶ ହେଉଛନ୍ତି। ଏପରି ସମୟରେ ସୁବର୍ଣ୍ଣ ଦ୍ବୀପକୁ ସଜାଡ଼ିବା ପାଇଁ ଦାବି ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ରେ ରହିଛି ତାଳସାରୀ ବେଳାଭୂମି। ଏଠାକୁ ବର୍ଷ ସାରା ପର୍ଯ୍ୟଟକମାନେ ବୁଲିବାକୁ ଓ […]









