ଆର୍ ଆଣ୍ଡ୍ ବି- ସିଏମ୍ସି ସଲାସୁତରା! ସମାନ କାମ ପାଇଁ ଖର୍ଚ୍ଚ ୪ କୋଟି ୨୦ ଲକ୍ଷ
କଟକ : ବାଲିଯାତ୍ରା ପ୍ରସ୍ତୁତି ଆଳରେ ଅର୍ଥ ହରିଲୁଟ୍ କରିବା ପାଇଁ ଆର୍ ଆଣ୍ଡ୍ ବି ଓ କଟକ ପୌର ନିଗମ ମଧ୍ୟରେ ଅଲିଖିତ ବୁଝାମଣା ହେଇଥିଲା କି? ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚ ସଂକ୍ରାନ୍ତରେ ଯେତିକି ଯେତିକି ନୂଆ ତଥ୍ୟ ସାମନାକୁ ଆସୁଛି, ସେତିକି ସେତିକି ଦୁର୍ନୀତିର ଫର୍ଦ୍ଦ ଲମ୍ବି ଚାଲିଛି। ଉଭୟ କଟକ ପୌର ନିଗମ ଏବଂ ଆର୍ ଆଣ୍ଡ୍ ବି ସମାନ କାମ ପାଇଁ ଅର୍ଥ ବ୍ୟୟ କରିଥିବା ଭଳି […]









