ନେତାଙ୍କ ଅଡ଼ୁଆ ବଢ଼ିଲା: କୋର୍ଟରେ ବୟାନ ରେକର୍ଡ ପୂର୍ବରୁ ଏଭଳି ଘଟଣା ସନ୍ଦେହଜନକ
ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଗୋବିନ୍ଦ ସାହୁ ଜେଲ୍ରେ ଆତ୍ମହତ୍ୟା କରିବା ପରେ ଘଟଣାକୁ ଖେଳଖତମ କରିବା ପାଇଁ ଏହା ଷଡ୍ଯନ୍ତ୍ର ନୁହେଁ ତ ବୋଲି ରାଜନୀତି ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେହିଭଳି ଆଜି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କରାଯାଇ ନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ […]









