ପ୍ରତିବାଦକାରୀ କଶ୍ମୀରୀ ପଣ୍ଡିତଙ୍କୁ ଉପରାଜ୍ୟପାଳଙ୍କ କଡ଼ା ଚେତାବନୀ: ଘରେ ବସିଲେ ଦରମା ନାହିଁ
ଜମ୍ମୁ: ଯେଉଁମାନେ ଘରେ ବସୁଛନ୍ତି, ସେମାନଙ୍କୁ ଦରମା ମିଳିବ ନାହିଁ ବୋଲି ଉତ୍ତମ ନିରାପତ୍ତା ଓ କଶ୍ମୀର ବାହାରକୁ ସ୍ଥାନାନ୍ତରଣ ଦାବି କରି ପ୍ରତିବାଦ ଚଳାଇଥିବା ଶହ ଶହ କଶ୍ମୀରୀ ପଣ୍ଡିତଙ୍କୁ କଡ଼ା ଚେତାବନୀ ଦେଇ ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। ସିହ୍ନା ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତଙ୍କ ସମେତ ଉପତ୍ୟକାର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜମ୍ମୁ ଓ କଶ୍ମୀର ପ୍ରଶାସନ […]









