ବିନା ସ୍ବୀକୃତିରେ ଚାଲିଛି ୧୨୮୬ ସ୍କୁଲ
ଭୁବନେଶ୍ବର : ବିନା ସରକାରୀ ସ୍ବୀକୃତିରେ ସ୍କୁଲ ଚଲାଉଛନ୍ତି କି? ଯଦି ରାଜ୍ୟର କୌଣସି ସଂସ୍ଥା ସେଭଳି କାର୍ଯ୍ୟ କରୁଥାନ୍ତି ତେବେ ସାବଧାନ। ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଯେଉଁମାନେ ସ୍ବୀକୃତି ବିନା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସେମାନଙ୍କୁ ପବ୍ଲିକ ନୋଟିସ୍ ଦିଆଯିବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସ୍କୁଲ ବିରୋଧରେ ଥାନାରେ ଏତଲା ଦିଆଯିବ। କେଉଁ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତାହାର ତାଲିକା ମଧ୍ୟ ଇତିମଧ୍ୟରେ […]









