ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ସୁନୀଲକାନ୍ତ ବେହେରାଙ୍କ ଆଜି ତାଙ୍କ ବ୍ରହ୍ମପୁର ହିଲ୍ପାଟଣା ଗୋପବନ୍ଧୁନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରଫେସର ଡ. ବେହେରା କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଅସୁସ୍ଥତା ହେତୁ ଛୁଟିନେଇ ବିଶ୍ରାମ ନେବାପରେ ଗତ ୨୧ ତାରିଖ ଦିନ ବ୍ରହ୍ମପୁର ଫେରିଥିଲେ। ଆଜି ବାସଭବନରେ ଦ୍ବିପ୍ରହର ଭୋଜନ ପରେ ଅସୁସ୍ଥତା ଅନୁଭବ […]









