ବିଜେପିର ମିସନ କନ୍ଧମାଳ- ୨୦୨୪: ୨୦୦୯ ସଫଳତା ଦୋହରାଇବାକୁ ଖେଳିବ ସ୍ବାମୀ ଲକ୍ଷ୍ମଣାନନ୍ଦ କାର୍ଡ!
ଫୁଲବାଣୀ, (ରଞ୍ଜନ ପ୍ରଧାନ): କନ୍ଧମାଳରେ ବିଜେପି ‘ମିସନ୍-୨୪ର ଆଜି ମୂଳଦୁଆ ପଡ଼ିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଜିଲ୍ଲା ଗସ୍ତ ପରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ଶିବିରରେ ମାନସିକ ସ୍ତରରେ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ତେବେ ଆଗାମୀ ନିର୍ବାଚନରେ ବିଜେପି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପ୍ରସଙ୍ଗକୁ ମାଧ୍ୟମ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଉ ଶ୍ରୀ ନଡ୍ଡାଙ୍କ ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଲକ୍ଷ୍ମଣାନନ୍ଦ […]









