ପୁରୁଣା ଗାଡ଼ି ପାଇଁ ନୂଆ ନିୟମ
କଟକ : ଭିଣ୍ଟେଜ୍ ବା ୫୦ବର୍ଷରୁ ଅଧିକ ପୁରାତନ ଭିଣ୍ଟେଜ୍ (ବିରଳ, ମୂଲ୍ୟବାନ, ପୁରୁଣା ଗାଡି) ଏଣିକି ଅଳିଆ ଗଦାକୁ ଯିବନାହିଁ। ଏହି ଭିଣ୍ଟେଜ୍ ଗାଡ଼ିଗୁଡିକୁ ଆଉ ସ୍କ୍ରାପ୍ରେ ବିକ୍ରି କରିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ରାଜପଥ ମନ୍ତ୍ରାଳୟ (ମୋରଥ) ଭିଣ୍ଟେଜ୍ ଗାଡ଼ିଗୁଡିକର ପଞ୍ଜୀକରଣ ପାଇଁ ଅନୁମତି ଦେବାପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିଛି। ଭିଣ୍ଟେଜ୍ ଗାଡ଼ିର ମାଲିକ ଯାନର ଐତିହ୍ୟକୁ ସଂରକ୍ଷିତ ତଥା ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର […]









