ଜାତୀୟ କଳା ଉତ୍ସବ ଉଦ୍ଘାଟିତ; ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର ସଂପର୍କ ନିବିଡ଼: ଧର୍ମେନ୍ଦ୍ର
ଭୁବନେଶ୍ବର: ଆମ ଦେଶର ଶିକ୍ଷା ବ୍ୟବସ୍ଥା ସହ କଳା ଓ ସଂସ୍କୃତିର ନିବିଡ଼ ସଂପର୍କ ରହିଛି। କଳା, ସାହିତ୍ୟ ଓ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମ ଦେଶରେ ଶିକ୍ଷକମାନେ ପାଠ ପଢ଼ାଇବା ସମୟରେ ଦେଶର ବିଭିନ୍ନ ଐତିହ୍ୟକୁ ଭାରତୀୟ କଳା, ସଂସ୍କୃତିର ଉଦାହରଣ ଦେଇ ବୁଝାଇଥା’ନ୍ତି। ତେଣୁ ଦେଶର ଐତିହ୍ୟ ଓ ସଂସ୍କୃତିକୁ ମନେ ନ ରଖିଲେ ଆମ ପାଠପଢ଼ା ଅସଂପୂର୍ଣ୍ଣ ରହିଯିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆର୍ଆଇଆଇ)ଠାରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା […]









