ଭୁଲ୍ ଜେଲ୍ଦଣ୍ଡ: ୧୦ ହଜାର କୋଟି କ୍ଷତିପୂରଣ ଦାବି କଲେ ଯୁବକ
ଇନ୍ଦୋର : ମଧ୍ୟପ୍ରଦେଶ ରତଲମର ଜଣେ ଆଦିବାସୀ ଯୁବକ ବିନା କୌଣସି ଅପରାଧରେ ୨ ବର୍ଷ ଜେଲ୍ଦଣ୍ଡ ଭୋଗିଛନ୍ତି। ଗଣଦୁଷ୍କର୍ମ ମାମଲାରେ ସେ ମୋଟ୍ ୬୬୬ ଦିନ ଜେଲ୍ରେ ରହିଛନ୍ତି। ଅକ୍ଟୋବର ୨୦୨୨ରେ ତାଙ୍କୁ ଏହି ମାମଲାର ଦୋଷମୁକ୍ତ କରାଯାଇଥିଲା। ତେବେ ତ୍ରୁଟିପୂର୍ଣ୍ଣ ଜେଲ୍ଦଣ୍ଡ ପାଇଁ ଆଦିବାସୀ ଯୁବକ ଜଣଙ୍କ ସରକାରଙ୍କଠାରୁ ୧୦ ହଜାର ୬ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲା କୋର୍ଟରେ କ୍ଷତିପୂରଣ ପାଇଁ ଆବେଦନ କରିଥିବା କାନ୍ତୁ […]









