ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିବାଦ
ଭୁବନେଶ୍ବର : ଆଇଆର୍ଟିଏସ୍ ସେବାରୁ ଅବସର ନେଇଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେବା ପରେ ଏହାକୁ ନେଇ ବିବାଦ ଘନେଇଛି। ରାଜ୍ୟ ସରକାର ବିନା ବିଜ୍ଞାପନରେ କିପରି ମନୋଜ ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଲେ ତାହାର ଜବାବ ମାଗିଛି ବିଜେପି। ଏହି ପ୍ରସଙ୍ଗରେ ବିଜେଡି ବି ଉତ୍ତର ରଖିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ […]









