୫୦,୦୦୦ ବର୍ଷ ପରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ଧୂମକେତୁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ୱାସିଂଟନ : ଧୂମକେତୁ ସି/୨୦୨୨ ଇ୩ (ଜେଡ୍ଟିଏଫ୍) ୫୦,୦୦୦ ବର୍ଷ ପରେ ପୃଥିବୀ ଆଡ଼କୁ ଆସୁଛି। ଏହାର ଫଟୋ ଉତ୍ତୋଳନ କରିବା ପାଇଁ ଜ୍ୟୋତିର୍ବିଜ୍ଞାନପ୍ରେମୀ ଫଟୋଗ୍ରାଫରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କାରଣ ହିନ୍ଦୁମତ ଅନୁସାରେ ଯଦି ପୁନର୍ଜନ୍ମକୁ ବିଶ୍ବାସ […]









