ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ସମର୍ଥକଙ୍କ ତୁମୁଳକାଣ୍ଡ: ରାଷ୍ଟ୍ରପତି ଭବନ, ସୁପ୍ରିମ୍କୋର୍ଟରେ ଭଙ୍ଗାରୁଜା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରାସିଲିଆ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କର ପ୍ରାୟ ୩୦୦୦ ସମର୍ଥକ ରବିବାର ବ୍ରାଜିଲର ରାଷ୍ଟ୍ରପତି ଭବନ, ସଂସଦ ଭବନ (କଂଗ୍ରେସ) ଓ ସୁପ୍ରିମ୍କୋର୍ଟରେ ଭଙ୍ଗାରୁଜା କରିଛନ୍ତି। ଲୁଲା ନାମରେ ପରିଚିତ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲ୍ଭା […]









