ଫେଲ୍ ମାରୁଛି ଗଜବନ୍ଧୁ ଯୋଜନା: ବଢ଼ୁଛି ହାତୀ-ମଣିଷ ଲଢ଼େଇ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ : ହାତୀ-ମଣିଷ ଲଢ଼େଇ ବନ୍ଦ କରିବାକୁ ତିଆରି ହୋଇଛି ଅନେକ ଯୋଜନା। ହାତୀ ଜଙ୍ଗଲରୁ ଜନବସତିକୁ ପ୍ରବେଶ ନ କରିବା ଓ ହାତୀ ଆକ୍ରମଣରୁ ଧନଜୀବନ ସୁରକ୍ଷା ପାଇଁ ଗଜବନ୍ଧୁ ଓ ହାତୀ ସ୍କ୍ବାଡ୍ ଭଳି ଯୋଜନାକୁ ହାତକୁ ନିଆଯାଇଛି। […]









