ଉଜ୍ବେକିସ୍ତାନରେ ଏହି ୨ଟି ଭାରତୀୟ ‘କାଶ ସିରପ୍’ ବ୍ୟବହାର ନ କରିବାକୁ ‘ହୁ’ର ପରାମର୍ଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜିନିଭା: ଭାରତର ନଏଡ଼ାସ୍ଥିତ ଔଷଧ କମ୍ପାନି ‘ମାରିଅନ୍ ବାୟୋଟେକ୍’ଦ୍ବାରା ନିର୍ମିତ ୨ଟି କାଶ ସିରପ୍ ଉଜ୍ବେକିସ୍ତାନ୍ ପିଲାମାନଙ୍କୁ ନ ଦେବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବୁଧବାର ଦିନ ପରାମର୍ଶ ଦେଇଛି। ବୁଧବାର ଦିନ ଜାରି କରିଥିବା ‘ମେଡିକାଲ୍ ପ୍ରଡକ୍ଟ୍’ ସତର୍କ […]









