ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡିକୁ ଫେରିବେ ଅଞ୍ଜଳି!

ଅନୁଗୁଳ: ପୁରୁଣାଘରକୁ ବାହୁଡ଼ି ପାରନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ବିଜେଡି ତାଙ୍କ ଉପରୁ ଖୁବଶୀଘ୍ର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିପାରେ ବୋଲି ସୂଚନା ମିଳିଛି। ତେବେ ଅଞ୍ଜଳି ଏନେଇ ‌ମୁହଁ ଖୋଲି ନଥିଲାବେଳେ ବିଜେଡି ସହ ତାଙ୍କର ଦୁଇ ରାଉଣ୍ଡ ଆଲୋଚନା ସରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ଦଳରେ ଥାଇ ବି ହିନ୍ଦୋଳ ଆସନରୁ ବିଜେଡି ଟିକେଟ ପାଇ ନଥି‌ଲେ ଅଞ୍ଜଳି। ଦଳ ସେତେବେଳେ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ଦଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନ୍‌ରୁ ୨୧ ନାବାଳକ ଉଦ୍ଧାର

ବାଲେଶ୍ୱର: ହାୱଡ଼ାରୁ ଭୁବନେଶ୍ବର ଆସୁଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରୁ ୨୧ ଜଣ ନାବାଳକଙ୍କୁ ଉଦ୍ଧାର କରିଛି ବାଲେଶ୍ବର ରେଳ ସୁରକ୍ଷା ବଳ (ଆରପିଏଫ୍‌)। ଉଦ୍ଧାର ହୋଇଥିବା ସମସ୍ତ ନାବାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର।ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ବିନା ଅଭିଭାବକରେ ଏତେ ସଂଖ୍ୟାରେ ନାବାଳକ ଏକାଠିହୋଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଦେଖି କିଛି ଯାତ୍ରୀ ସନ୍ଦେହ କରିଥିଲେ ଏବଂ ସଙ୍ଗେସଙ୍ଗେ ରେଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଖଡ଼ଗପୁର ଷ୍ଟେସନ୍‌ ଅତିକ୍ରମ କରିବା ପରେ ଆରପିଏଫ୍‌ ଟିମ୍‌ ସମ୍ପୃକ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ଆଜି (ଏପ୍ରିଲ୍ ୩୦) ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ। ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। ଜିଲ୍ଲା ସଦର ମହକୁମା ଛତ୍ରପୁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତିମ ଶଯ୍ୟାରେ ଭେଡ଼େନ ନଦୀ: ୨୦ବର୍ଷରେ ନଦୀର ପ୍ରସ୍ଥ ୫୦ମିଟରରେ ପହଞ୍ଚିଲାଣି

ଝାରସୁଗୁଡ଼ା: ଗୋଟିଏପଟେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମହାନଦୀକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମୂକସାକ୍ଷୀ କୁହାଯାଉଥିବା ଭେଡ଼େନ ନଦୀ ଏବେ ଅନ୍ତିମ ନିଶ୍ବାସ ଗଣୁଛି। ଭେଡ଼େନ ନଦୀ ଐତିହାସିକ ସ୍ଥାନ ବଣାଇରୁ ବାହାରି ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ୍‌ରେ ଇବ୍‌ ନଦୀ ସହିତ ମିଶିଛି। କିନ୍ତୁ, ଏହି ସଙ୍ଗମସ୍ଥଳ ପୂର୍ବରୁ ହିଁ ନଦୀକୁ ପୋତିଦେବାର ଅଭିଯାନ ଆରମ୍ଭ ହୋଇଛି। ବିଗତ ୨୦ ବର୍ଷରେ ଖେରୁଆଳରେ ନଦୀର ପ୍ରସ୍ଥ ୨ଶହ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡବଲ୍‌ ଇଞ୍ଜିନ ନୁହେଁ, ଯୋଡ଼ି ଶଙ୍ଖ ଦରକାର

ମାଲକାନଗିରି/କାଲିମେଳା/ମାଥିଲି/କୋଟପାଡ଼: ଓଡ଼ିଶା ପାଇଁ ଡବଲ ଇଞ୍ଜିନ୍‌ ନୁହେଁ, ଯୋଡ଼ି ଶଙ୍ଖ ଆବଶ୍ୟକ। ପଡ଼ୋଶୀ ଛତିଶଗଡ଼ର ଡବଲ ଇଞ୍ଜନ୍‌ ସରକାର ସହ ଓଡ଼ିଶାକୁ ତୁଳନା କଲେ ଫରକ ସ୍ପଷ୍ଟ ଜଣାପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ମାଲକାନଗିରି ଜିଲ୍ଲାର ବିକାଶ ସର୍ବାଗ୍ରେ। ତେଣୁ ସମସ୍ତ ନୂଆ ଯୋଜନା ଏହି ଜିଲ୍ଲାରୁ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ଏବଂ ମାଥିଲିରେ ଆୟୋଜିତ ଜନସଭାରେ ଆଜି ଏମିତି ସମ୍ବୋଧନ କରି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ହାଇଭୋଲ୍‌ଟେଜ୍‌ ରାଜନୀତି: ୪୨ଡିଗ୍ରି ତାତିକୁ ବଳିଗଲା ନିର୍ବାଚନୀ ତାତି

ସମ୍ବଲପୁର: ନାମାଙ୍କନପତ୍ର ଦାଖଲ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ତଥାପି, ଘମାଘୋଟ ଲଢ଼େଇ ଆରମ୍ଭ‌ ହୋଇଯାଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେପି ଓ ବିଜେଡିରୁ ରାଜ୍ୟର ଶୀର୍ଷସ୍ତର ନେତା ନିର୍ବାଚନ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ବେଳେ କଂ‌ଗ୍ରେସ ମଧ୍ୟ ଜଣେ ଦମ୍‌ଦାର୍‌ ନେତା ନଗେନ୍ଦ୍ର ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ସମ୍ବଲପୁରରେ ଏବେ ପାରା ୪୨ ଡିଗ୍ରି ଉପରେ ରହୁଥିବା ବେଳେ ନିର୍ବାଚନୀ ତାତି କିନ୍ତୁ ତା’ଠାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ  ପୁଲିସ ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ  ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗତକାଲି ରାତିରେ ନକ୍ସଲସେଠାରେ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇବା ପରେ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଏଠାରେ ଏନକାଉଣ୍ଟରରେ ୪ ମାଓବାଦୀ ଟଳିଥିଲେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଚାଲିଛି। ସକାଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆହୁରି ୩ ଦିନ ଆକାଶରୁ ହେବ ଅଗ୍ନିବର୍ଷା, ଜାରି ରହିବ ଗୁଳୁଗୁଳି

ଭୁବନେଶ୍ୱର: ଆହୁରି ୩ ଦିନ ଆକାଶରୁ ବର୍ଷିବ ଅଗ୍ନିବର୍ଷା। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମଧୁବାବୁଙ୍କ ଜନ୍ମପୀଠରେ ପାଣ୍ଡିଆନ: ଶ୍ରଦ୍ଧାଞ୍ଜଳି ଦେଲେ, ସଂଗ୍ରହାଳୟ ପରିଦର୍ଶନ କଲେ

ଭୁବନେଶ୍ବର/କଟକ: ଉତ୍କଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ ୫-ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଅପରାହ୍ନରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ମଧୁ ବାବୁଙ୍କ ଜନ୍ମପୀଠରେ କରାଯାଇଥିବା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ମଧୁବାବୁଙ୍କ ମହାନତା ବିଷୟରେ ଆଲୋଚନା କରିଥିଲେ। ମଧୁବାବୁଙ୍କ ଜନ୍ମପୀଠର ବିକାଶ କାମ ଏବଂ ସତ୍ୟଭାମାପୁର ଯୁବସମାଜ ପାଇଁ ଏକ ପ୍ରେରଣା ସ୍ଥଳ ପାଲଟିଥିବାରୁ ସେମାନେ ଶ୍ରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାରେ କଟକ ଜଳବନ୍ଦି ଆଶଙ୍କା: ଏପ୍ରିଲରେ ବି ‌ଶେଷ ହେଲାନି ଡ୍ରେନ୍‌ ସଫେଇ

କଟକ: ମୌସୁମୀ ଆସିବା ପୂର୍ବରୁ ସହରର ସମସ୍ତ ଡ୍ରେନରୁ ମାର୍ଚ୍ଚ ସୁଦ୍ଧା ପଙ୍କୋଦ୍ଧାର କାମ ‌ଶେଷ କରାଯିବ। ପଙ୍କ‌ ସଫେଇ ସହ ସମସ୍ତ ନାଳରୁ ଭାସମାନ ଅଳିଆକୁ ଉଠାଯିବ। ସହରର ପରିମଳ ଦାୟିତ୍ବ ୩ଟି ଘରୋଇ ସଂସ୍ଥା ନେବା ପରେ ପୌର ନିଗମ ପକ୍ଷରୁ ଏପରି ଘୋଷଣା ହୋଇଥିଲା। ମାତ୍ର ଏପ୍ରିଲ ଶେଷ ହେବାକୁ ବସିଥିବା ବେଳେ ଏବେ ସୁଦ୍ଧା ସହରର ୫୦ ପ୍ରତିଶତ ପଙ୍କ ସଫେଇ କାମ ଶେଷ ହୋଇ ପାରିଲା ନାହିଁ। ଅନ୍ୟପଟେ ଜୁନ୍‌ରେ […]