ବ୍ୟାପୁଛି ଉପକୂଳ ରାଜପଥ ବିବାଦ ନିଆଁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ)କୁ ନେଇ ଦୀର୍ଘ ଦିନ ହେଲା ଲାଗିଥିବା ବିବାଦ ନିଆଁ ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ବ୍ୟାପୁଛି। ଉପକୂଳଠାରୁ ଦୂରରେ କୋଷ୍ଟାଲ୍ ହାଇୱେ […]









