ଶିମିଳିପାଳରେ ବଢ଼ୁଛନ୍ତି କୁମ୍ଭୀର, କମୁଛନ୍ତି ବାଘ! ଗଣନା ଶେଷ, ୮୧ ଥିଲେ ୮୬ ହେଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାରିପଦା : ଶିମିଳିପାଳ ଜୈବମଣ୍ଡଳରେ ବିଚିତ୍ର ସ୍ଥିତି ସୃଷ୍ଟି ହେଲାଣି। ଏଠାରେ ବାଘ ସଂଖ୍ୟା କମୁଥିବା ବେଳେ କୁମ୍ଭୀର ବଂଶ ବୃଦ୍ଧି ପାଉଛି। ଗତ ୬ ତାରିଖରୁ ୮ ତାରିଖ ଯାଏ କୁମ୍ଭୀର ଗଣନା ହୋଇଥିବା ବେଳେ ମୋଟ୍ ୮୬ଟି ବିଭିନ୍ନ […]









