ପାରାଦୀପରେ ୧୩ ମତ୍ସ୍ୟଜୀବୀ ନିଖୋଜ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଦୁଇଟି ମାଛଧରା ଟ୍ରଲର୍ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ଗତ ୪ଦିନ ହେଲା କୌଣସି ପତ୍ତା ମିଳୁନାହିଁ। ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ […]









