‘ମଟର ସାଇକେଲ ରାଲି ନୁହେଁ’: ଅଟା ପାଇଁ ଟ୍ରକ୍ ପଛରେ ଗୋଡ଼ାଇଛନ୍ତି ପାକିସ୍ତାନୀ, ଭିଡ଼ିଓ ଭାଇରାଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ପାକିସ୍ତାନରୁ ଅପ୍ଲୋଡ୍ ହୋଇଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏଥିରୁ ଜଣାପଡ଼ୁଛି ଯେମିତି ଅନେକ ଯୁବକ ଏକ ମଟରସାଇକେଲ ରୢାଲିରେ ଯାଉଛନ୍ତି। ଜଣେ ଟ୍ବିଟ୍ କରି ଲେଖିଛନ୍ତି, ବାସ୍ତବରେ ଏହା ମଟରସାଇକେଲ ରୢାଲି ନୁହେଁ। ଏହି […]









