ମିଲରଙ୍କ ଦୌରାତ୍ମ୍ୟରେ ଚାଷୀ ତଳିତଳାନ୍ତ: ଗୋଦାମ ପାଲଟିଛି ଅଘୋଷିତ ଧାନମଣ୍ଡି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁର : ଚଳିତବର୍ଷ ଧାନ କିଣାବିକା କେଳେଙ୍କାରୀ ଚରମ ସୀମାରେ ପହଞ୍ଚିଛି। କେତେକ ମିଲରଙ୍କର ଦୌରାତ୍ମ୍ୟରେ ଧାନଚାଷୀମାନେ ତଳିତଳାନ୍ତ ହେବାରେ ଲାଗିଛନ୍ତି। ସରକାରୀ ଧାନମଣ୍ଡି ପ୍ୟାକ୍ସ ଓ ଏଚଏଚଜିରେ ଖୋଲିଥିବାର କାଗଜପତ୍ରରେ ଦର୍ଶାଯାଉଥିବାବେଳେ ଧାନ କିଣାବିକା ମିଲରଙ୍କ ଗୋଦାମରେ ହେଉଛି। ମିଲରଙ୍କ […]









