ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ମାମଲା: ପ୍ରତିଦିନ ଡ୍ରୋନ୍ କ୍ୟାମେରା ଜଗିବ ବେଆଇନ ଘେରି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ଆର୍ଦ୍ରଭୂମି ସୁରକ୍ଷା ମାମଲାର ହାଇକୋର୍ଟ ଶୁଣାଣି କରି ଚିଲିକା ଓ ଭିତରକନିକା ଅଞ୍ଚଳର ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଘେରି ପ୍ରସଙ୍ଗ ତଦାରଖ ପାଇଁ ପ୍ରତିଦିନ ବିଭିନ୍ନ ସମୟରେ ତିନିଥର ଡ୍ରୋନ୍ କ୍ୟାମେରାରେ […]









