ପୁଣି ଚର୍ଚ୍ଚାରେ କୁକୁରପେଟା ଜଳସେଚନ ପ୍ରକଳ୍ପ: ୫୨ ବର୍ଷ ପରେ ବି ମିଳିନି କ୍ଷତିପୂରଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଛେଣ୍ଡିପଦା : ଚାଷ ଜମିକୁ ପାଣି ଦେବା ପାଇଁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୁକୁରପେଟା ନିକଟରେ ନିର୍ମାଣ ହୋଇଛି କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। କିନ୍ତୁ ପ୍ରକଳ୍ପ ଆରମ୍ଭ ଦିନରୁ ଏହା ବିବାଦୀୟ ହୋଇ ପଡ଼ିଛି। କ୍ଷତିପୂରଣ ନ ଦେଇ […]









