କଟକରେ ବଦଳିବ ବିଜେଡି ଚେହେରା?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ, (କୃଷ୍ଣପ୍ରସାଦ ଦାସ): ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ୨୦୨୪ରେ କିଏ ହେବ ବିଜେଡିର ଚେହେରା? ଚୌଦ୍ବାର-କଟକରୁ କିଏ ପାଇବ ବିଜେଡି ଟିକେଟ୍? ସଦର କଟକରେ ବର୍ତ୍ତମାନର ସ୍ଥିତି ବଜାୟ ରହିବ ନା ବଦଳିବ? କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ ପୁଣି ଲଢିବେ […]









