ମରଣଯନ୍ତା ପାଲଟିଛି ଅସ୍ତରଙ୍ଗ ବେଳାଭୂମି, ୯ବର୍ଷରେ ଗଲାଣି ୧୫ରୁ ଅଧିକ ଜୀବନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅସ୍ତରଙ୍ଗ : ମରଣଯନ୍ତା ପାଲଟିଛି ଅସ୍ତରଙ୍ଗ ବେଳାଭୂମି। ଢେଉ ମାଡ଼, ଜୁଆର ଭଟ୍ଟା ବେଳେ ପାଣି ତଳେ ବହୁଥିବା ଅନ୍ତଃପ୍ରବାହ ସ୍ରୋତ ଯୋଗୁ ଗଭୀର ସମୁଦ୍ରକୁ ଟାଣିହୋଇ ପର୍ଯ୍ୟଟକଙ୍କ ଜୀବନ ଯାଉଛି। ବିଗତ ୯ବର୍ଷରେ ୧୫ରୁ ଊର୍ଦ୍ଧ୍ବଙ୍କ ଜୀବନ ଗଲାଣି। ପିକ୍ନିକ୍ […]









