କୋଲାବବାସୀଙ୍କୁ ମିଳୁନି ମୌଳିକ ସୁବିଧା, ବିକାଶର ସଂଜ୍ଞା ନେଇ ସରକାରଙ୍କୁ ପ୍ରଶ୍ନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ: କୋଲାବ କହିଲେ ମନରେ ଆସେ ସୁବିସ୍ତୀର୍ଣ୍ଣ ଜଳରାଶି। ପ୍ରାକୃତିକ ସବୁଜିମା ସହ ପାହାଡ ପର୍ବତ ଓ ଡ୍ୟାମ। କୋଲାବର ନାଁ ଶୁଣିଲେ ମନରେ ଆସେ ପର୍ଯ୍ୟଟନ ଓ ଅବିକଶିତ ଅଞ୍ଚଳରେ ୭୦ ଦଶକରେ ଡ୍ୟାମର ନିର୍ମାଣ କଥା। କୋଲାବ ଡ୍ୟାମ […]









