ରାଜନୀତି ପାଇଁ ଧାର୍ମିକ ବିଭାଜନ ବିପଜ୍ଜନକ: ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ବାକ୍ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନ ସମ୍ପ୍ରଦାୟକୁ ଜାତୀୟ ପ୍ରଗତିରେ ସେମାନଙ୍କ ଭୂମିକା ବିଷୟରେ ଚିନ୍ତା କରିବାକୁ ଆହ୍ୱାନ ଦେବା ସହ ରାଜନୈତିକ ଫାଇଦା ପାଇଁ ଧାର୍ମିକ ବିଭାଜନକୁ ବ୍ୟବହାର କରିବାକୁ ବିରୋଧୀଙ୍କ ଉଦ୍ୟମ ବିରୋଧରେ ସତର୍କ କରାଇଛନ୍ତି। ମୁସଲମାନ ସମାଜ ଓ ସେମାନଙ୍କ ଶିକ୍ଷିତ ଗୋଷ୍ଠୀକୁ ମୁଁ ପ୍ରଥମ ଥର ପାଇଁ ଏହା କହୁଛି: ଦୟାକରି ଆତ୍ମସମୀକ୍ଷା କରନ୍ତୁ। […]









