ଜଳଭଣ୍ଡାର ମତ୍ସ୍ୟ ଉତ୍ପାଦନ ୨ ଗୁଣ ବୃଦ୍ଧି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଭୁବନେଶ୍ବର : ରାଜ୍ୟରେ ୫ ବର୍ଷ ମଧ୍ୟରେ ଜଳଭଣ୍ଡାରରୁ ମତ୍ସ୍ୟ ଉତ୍ପାଦନ ୨ ଗୁଣ ବୃଦ୍ଧି ପାଇଛି। ଅର୍ଥାତ ୨୦୧୭ ମସିହାରେ ଜଳ ଭଣ୍ଡାରରୁ ୩୩ ହଜାର ୯୯୦ ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଥିଲା, ୨୦୨୧ ମସିହାରେ ଏହା […]









