ରାଜ୍ୟରେ ପୁଣି ଅସହ୍ୟ ତାତି: ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ୩୧ ଡିଗ୍ରି, ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରି
ଭୁବନେଶ୍ୱର: ଅସହ୍ୟ ତାତିରୁ କିଛି ଦିନ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ବଢିଛି । ଏ ନେଇ ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସହରରେ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରି ରହିଛି। ସେହିଭଳି ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି । ସେହିପରି ଟିଟଲାଗଡରେ ୩୮ ଡିଗ୍ରି ତାପମାତ୍ରା, ବଲାଙ୍ଗୀର ୩୭.୪ ଡିଗ୍ରି, ସୋନପୁର ଓ ଝାରସୁଗୁଡାରେ ତାପମାତ୍ରା ୩୬.୬ ଡିଗ୍ରି, ହୀରାକୁଦ ୩୬.୪, ସମ୍ବଲପୁର […]









