ମହାକାଶରୁ ଭାରତର ବିରଳ ଚିତ୍ର ଛାଡ଼ିଲା ଇସ୍ରୋ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ (ଇଓଏସ୍-୦୬) ବା ଓସେନସାଟ୍-୩ ଓସେନ କଲର ମନିଟର (ଓସିଏମ୍) ବ୍ୟବହାର କରି ପୃଥିବୀର ବିରଳ ଚିତ୍ର ଉତ୍ତୋଳନ କରିଛି। ଭାରତର ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଅନୁଯାୟୀ ଏହି ଚିତ୍ରଗୁଡ଼ିକ ହେଉଛି ଉପଗ୍ରହ ତଥ୍ୟକୁ ଆଧାର କରି […]









