ବିନା ପଞ୍ଜୀକରଣରେ ମାଳମାଳ ପାଥୋଲ୍ୟାବ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ବିନା ସ୍ବୀକୃତି ଓ ପଂଜୀକରଣରେ ଚାଲିଛି ରାଜ୍ୟରେ ମାଳମାଳ ପାଥୋଲାବ୍। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କୁହାଯାଉଥିବା କଟକରୁ ଆସିଥିବା ତଥ୍ୟ ଏହାର ପ୍ରମାଣ ଦେଉଛି। ସରକାରୀ ରେକର୍ଡରେ ଯେତିକି ପାଥୋଲାବ୍ ରହିଥିବା ଦର୍ଶାଯାଉଛି ତାହାର ୧୦ ଗୁଣରୁ ଅଧିକ […]









