ଅପରାଧ ଦେଶ ବିଦେଶ

ବୋମା ଧମକ ମିଳିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି। ଏ ସଂପର୍କରେ […]

ଦେଶ ବିଦେଶ ରାଜନୀତି

ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୩୧.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୨୨.୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୨.୯୧ ପ୍ରତିଶତ, ଚଣ୍ଡିଗଡ଼ରେ ୨୫.୦୩ ପ୍ରତିଶତ, ଉତ୍ତରପ୍ରଦେଶରେ ୨୮.୦୨ ପ୍ରତିଶତ ମତଦାନ ହୋଇଛି। ଏହା […]

ରାଜନୀତି ରାଜ୍ୟ

ଓଡ଼ିଶାରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ୭.୭୭ ପ୍ରତିଶତ ମତଦାନ ହୋଇଥିବାବେଳେ, ଭଦ୍ରକରେ ୭.୭୯ ପ୍ରତିଶତ ମତଦାନ ହୋଇଛି। ସେହିପରି ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀରେ ୮.୯୦ ପ୍ରତିଶତ ମତଦାନ ହେଇଛି । ଏହା ସହିତ କଟକରେ ୬.୭୯ […]

ରାଜନୀତି ରାଜ୍ୟ

ଭୋଟ୍ ନଦେଇ ଫେରିଲେ ଭୋଟର

ଯାଜପୁର : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥରେ ଇଭିଏମ ଅଚଳ। ଆରମ୍ବ ହୋଇପାରୁନି ମତଦାନ। ସକାଳ ୬ ରୁ ଲୋକ ଧାଡ଼ିରେ  ଠିଆ ହୋଇଥିଲେ। ତେବେ ଜଣେ ଭୋଟ ଦେବା ପରେ ମତଦାନ ବନ୍ଦ ରହିଛି। ଇଭିଏମ ଅଚଳ ଯୋଗୁ ମତଦାନ ଆରମ୍ଭ ହୋଇ ପାରି ନଥିଲା। ଫଳରେ ଭୋଟରଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଭୋଟ ନ ଦେଇ ପାରି ବିରକ୍ତ  ହୋଇ ଭୋଟର ଘରକୁ ଫେରିଯାଇଛନ୍ତି।

ରାଜନୀତି ରାଜ୍ୟ

ପ୍ରତ୍ୟେକ ନାଗରିକ ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ମତଦାନ ଅଧିକାରେ ସାବ୍ୟସ୍ତ କରିଛନ୍ତି। ଭୋଟ୍ ଦେବାପରେ ସେ କହିଛନ୍ତି ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର, କର୍ତ୍ତବ୍ୟ ଏବଂ ଦାୟିତ୍ବ ଅଟେ। ଏହି ମୁହୂର୍ତ୍ତଗୁଡିକ ମୋତେ ଖୁସି ଦେଇଥାଏ, ଲୋକମାନେ ବାହାରକୁ ଆସି ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍।

ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ନିର୍ବାଚନ ଡ୍ୟୁଟି ବେଳେ ବିଏଲଓଙ୍କ ମୃତ୍ୟୁ

ଯାଜପୁର: ବିଂଝାରପୁର ନିର୍ବାଚନ ମଣ୍ଡଳୀ ଫତେପୁରର ବୁଥ ନମ୍ବର ୧୫୭ ର ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଭ୍‌କର ମୃତ୍ୟୁ ଘଟିଥିଲା।

ରାଜ୍ୟ

ଭୋଟ ଦେବାକୁ ଆସି ବୁଥ୍ ଭିତରେ ଟଳିପଡ଼ିଲେ ବୃଦ୍ଧ

ନୀଳଗିରି: ଭୋଟ ଦେବାକୁ ଆସି ବୁଥ୍ ଭିତରେ ଟଳି ପଡ଼ିଲେ ବୃଦ୍ଧ। ତତକ୍ଷଣାତ୍ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା। ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତାଙ୍କର ବୟସ ୬୭ ବର୍ଷ ବୋଲି […]

ରାଜ୍ୟ

ଯାଜପୁର-ଜଗତସିଂପୁର ଲୋକସଭା ଆସନରେ କଡ଼ା ମୁକାବିଲା

ଭୁବନେଶ୍ବର: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ପର୍ଯ୍ୟାୟ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜୁନ୍ ୧ରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂପୁର ଆଦି ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ନିର୍ବାଚନ ମତଦାନ ଅନୁଷ୍ଠିତ ହେବ। ଯାଜପୁର ଏସସି ସଂରକ୍ଷିତ ଲୋକସଭା ଆସନରେ କଂଗ୍ରେସର ଅଞ୍ଚଳ ଦାସ, ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ଏବଂ ବିଜେଡିର ସର୍ମିଷ୍ଠା ସେଠୀଙ୍କ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ପ୍ରତ୍ୟେକ […]

ରାଜ୍ୟ

ପ୍ରଚାରର ଶେଷଦିନରେ ଭଦ୍ରକରେ ନବୀନଙ୍କ ପ୍ରଚାର, ବାଲେଶ୍ବରରେ ପ୍ରଚାର କରିବେ ପାଣ୍ଡିଆନ

ଭୁବନେଶ୍ବର: ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ଏନେଇ ରାଜ୍ୟରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ନେତାମାନେ ମାରାଥନ ପ୍ରଚାର ଜାରି ରଖିଛନ୍ତି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବ । ସେ ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ବିଜେଡି ନେତା ଭିକେ ପାଣ୍ଡିଆନ […]

ରାଜ୍ୟ

ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ବିଭତ୍ସ ହତ୍ୟା ଘଟଣା: ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ସୁନ୍ଦରଗଡ:ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ବିଭତ୍ସ ହତ୍ୟା ଘଟଣାର ଶୁଣାଣିରେ ଅଭିଯୁକ୍ତ ସୁମିତ ମିଞ୍ଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।୧୦.୦୨.୨୦୧୭ ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁରେ ୧୧ ବର୍ଷର ନାବାଳିକା ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ସେହି ସ୍ଥାନରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଧର୍ଷଣ ଉଦ୍ୟମ କରିବା ସମୟରେ ନାବାଳିକା ଚିତ୍କାର କରିବାରୁ ପ୍ରଥମେ ବେକ ଚିପି ହତ୍ୟା କରିବା ପରେ ପଥରରେ […]