ବ୍ୟାଙ୍କ ନିର୍ଦ୍ଦେଶକଙ୍କୁ ଭେଟିବେ ଶକ୍ତିକାନ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚଳିତ ମାସ ୨୨ରେ ସରକାରୀ ବ୍ୟାଙ୍କ ବୋର୍ଡର ନିର୍ଦେଶକମାନଙ୍କୁ ଭେଟି ସେମାନଙ୍କ ସହିତ ଗଭର୍ଣ୍ଣାସ୍, ନୈତିକତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ପୂର୍ଣ୍ଣକାଳୀନ ଓ ସ୍ବାଧୀନ ନିର୍ଦେଶକମାନଙ୍କୁ ଶକ୍ତିକାନ୍ତ […]









