ସେନସର୍ ଅପେକ୍ଷାରେ ‘ହେ ରାମ, କର୍ମ ହିଁ ଧର୍ମ’
ମହାନ୍ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଯୁବକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଏ। ସେଠାରେ ଆଦିବାସୀମାନଙ୍କ ସମସ୍ୟା ସଂପର୍କରେ ଜାଣିବା ପରେ ସମାଧାନ ଲାଗି ଶପଥ ନିଏ। ହେଲେ ସେଥିରେ ତାକୁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼େ। ଶେଷରେ ଯୁବକ ଲକ୍ଷ୍ୟ ହାସଲରେ ସଫଳ ହୁଏ। ଏଭଳି କିଛି ଭିନ୍ନ କଥାବସ୍ତୁକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ଛବି ‘ହେ ରାମ, କର୍ମ ହିଁ ଧର୍ମ’। […]









