ମୁଁ ଏବେ ପୁଣି ସିନେମା କରିବାକୁ ଯାଉଛି : ପ୍ରଶାନ୍ତ ନନ୍ଦ
ରାଉରକେଲା: ପ୍ରଶାନ୍ତ ନନ୍ଦ ରାଜ୍ୟର ଜଣେ ସଫଳ ଅଭିନେତା, ନିର୍ଦ୍ଦେଶକ ଓ ରାଜନେତା। ୧୯୬୨ରେ ରିଲିଜ୍ ହୋଇଥିବା‘ନୂଆ ବୋଉ’ରୁ ଆରମ୍ଭ ହୋଇ ତାଙ୍କର ସିନେ ଯାତ୍ରା ୧୯୯୭ର ‘ବାପା’ ପର୍ଯ୍ୟନ୍ତ। ତାଙ୍କର ସବୁ ସିନେମାରେ ଥିଲା ମାଟିର ମହକ, ପ୍ରେମର ଲୁଚକାଳି, ନିଚ୍ଛକ କାହାଣୀ ଓ ସମ୍ପର୍କର ମିଠା ଅନୁଭବ। ‘ଶେଷ ଶ୍ରାବଣ’ର ‘‘ମେଘ ବରଷିଲା ଟୁପୁରୁ ଟୁପୁର…’’, ହେଉ ଅବା ‘ଡୋରା’ର ‘‘ଆଲୋ ମୋର କଣ୍ଢେଇ, ମୋତେ ଦେଲୁ ଭଣ୍ଢେଇ…’’ ଏମିତି ତାଙ୍କର ପ୍ରାୟ ସବୁ […]









