ଦେଶ ବିଦେଶ ରାଜନୀତି

ମୋଦୀ ଏହି ଖେଳର ମାଷ୍ଟରମାଇଣ୍ଡ: କଂଗ୍ରେସ ଏକଜିଟ୍ ପୋଲ୍‌କୁ ସୁଚିନ୍ତିତ ବୋଲି କହିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଶେଷ ପରେ ଏବେ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ଲୋକସଭା ପ୍ରାର୍ଥୀ, କଂଗ୍ରେସ ବିଧାନସଭା ଦଳର ନେତା ତଥା ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ଏକଜିଟ୍ ପୋଲ୍ ଉପରେ କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି, ଏକ ଯୋଜନାବଦ୍ଧ ଯୋଜନା ଅନୁଯାୟୀ ଏକଜିଟ୍ […]

ଦେଶ ବିଦେଶ ରାଜନୀତି

ମୋଦୀ କରିବେ ୭ ବୈଠକ: ନୂଆ ସରକାରଙ୍କ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ ହେବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୭ ବୈଠକ କରିବେ ଯାହା ବିଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ବୈଠକରେ ଉତ୍ତାପ ଲହର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଘୂର୍ଣ୍ଣିବଳୟ ପରେ ସେ ସ୍ଥିତିର ସମୀକ୍ଷା କରିବେ। ବୈଠକରେ ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଶେଷ କରି ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ସାଇକ୍ଲୋନ୍ ପରବର୍ତ୍ତୀ […]

ଦେଶ ବିଦେଶ

ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ ହେଲା: ସରକାରୀ ଭାବେ ଆନ୍ଧ୍ରପ୍ରଦେଶର କୌଣସି ରାଜଧାନୀ ନାହିଁ

ହାଇଦ୍ରାବାଦ୍: ଦେଶର ସବୁଠାରୁ ବ୍ୟସ୍ତବହୁଳ ସହର ମଧ୍ୟରୁ ହାଇଦ୍ରାବାଦ ଆଉ ଦୁଇ ରାଜ୍ୟର ରାଜଧାନୀ ନୁହେଁ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ଅନୁଯାୟୀ, ରବିବାର ଠାରୁ ହାଇଦ୍ରାବାଦ ବର୍ତ୍ତମାନ କେବଳ ତେଲେଙ୍ଗାନାର ରାଜଧାନୀ ହୋଇଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆନ୍ଧ୍ରପ୍ରଦେଶର ଥିଲା। ଯେହେତୁ ୨ ଜୁନ୍ ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ପରେ ତେଲେଙ୍ଗାନା ରାଜ୍ୟ ଗଠନ ହୋଇଥିଲା। ହାଇଦ୍ରାବାଦ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ରାଜଧାନୀ ହୋଇ ରହିଲା। ଆନ୍ଧ୍ରପ୍ରଦେଶର ପୁନର୍ଗଠନ ଅନୁଯାୟୀ, ହାଇଦ୍ରାବାଦ […]

ଅପରାଧ କଳା ଓ ସଂସ୍କୃତି ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ପୁରୀ:  ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ମୃତ୍ୟୁ ସଂଖ୍ୟା ୯ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ମୃତକଙ୍କ ପରିବାରକୁ ଜିଲ୍ଲାପାଳ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା […]

ଅପରାଧ ରାଜ୍ୟ

କାଲିମେଳା: ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ

କାଲିମେଳା: କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଜଣା ପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିକିଛି। ସରକାରୀ କ୍ଵାଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ […]

ଅପରାଧ ରାଜ୍ୟ

ତପ୍ତପାଣି ଘାଟି ତଳକୁ ଖସିଲା ହଳଦୀ ବୋଝେଇ ଟ୍ରକ୍: ହେଲପର୍ ମୃତ, ଡ୍ରାଇଭର୍ ଫେରାର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଯୋକରାପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ମୋହନା(ଗଜପତି)ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ହଳଦୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରକ୍ ଟି ଘାଟି ତଳକୁ ଖସି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଥିବା ଜଣାଯାଇଛି। ମୃତକଙ୍କ ନାଁ ସୁରେଶ କୁମାର ଗୁରୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାର ସରପଡ଼ାରେ।ଖବର ପାଇ ପାଟପୁର […]

ଅପରାଧ ରାଜ୍ୟ

ପକୁଡ଼ି ପାଇଁ ପିଶାଚିନୀ ସାଜିଲା ମା । ଛୁଆକୁ ବାଡ଼ିରେ ପିଟିପିଟି ମାରିଦେଲା, ପୋଲିସ୍ କଲା ଚାଞ୍ଚଲ୍ୟକର ଖୁଲାସା ।

ଯେଉଁ ହାତରେ ସ୍ନେହ ମମତା ଦେଉଥିଲା ସେହି ହାତରେ ସର୍ବନାଶ କରିଦେଲା । ଜନ୍ମକଲା ମା’ ସାଜିଗଲା ପିଶାଚିନୀ ଆଉ ନିଜ କୋମଳମତି ଝିଅକୁ ପିଟିପିଟି ଜୀବନରୁ ମାରିଦେଲା । ଏ ହତ୍ୟାକାଣ୍ଡ ଘଟିବାର ୮ ଦିନ ପରେ ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ, କାରଣ ମା’କୁ ହତ୍ୟାକାରୀ ସଜେଇଛି ସାମାନ୍ୟ କେଇଟା ପକୁଡ଼ି । ନିଜ ୯ ବର୍ଷ ଝିଅକୁ ପକୁଡ଼ି ପାଇଁ ହତ୍ୟା କଲା ମା’ । ପରେ ପ୍ରମାଣ ନଷ୍ଟ କରିବାକୁ ରଚିଥିଲା […]

ରାଜନୀତି ରାଜ୍ୟ

ଭୋଟ କେନ୍ଦ୍ରରେ ମା’ ,ପାଣିରେ ବୁଡିିଗଲା ଝିଅ । ରାଜନଗରରେ ଘଟିଛି ଦୁଃଖଦ ଘଟଣା ।

ମତଦାନ ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବାବେଳେ ପାଣିରେ ବୁଡିଯାଇ ପ୍ରାଣ ହରାଇଲା କୁନି ଝିଅ । କେନ୍ଦ୍ରାପଡା ରାଜକନିକା ପ୍ରହରାଜପୁରରେ ଘଟିଛି ଏଭଳି ଅଘଟଣ । ସୂଚନା ମୁତାବକ, ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ଦିନ ୧୨ଟା ବେଳେ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ […]

ଅପରାଧ ରାଜନୀତି ରାଜ୍ୟ

ବୁଥ ପାଲଟିଲା ରଣକ୍ଷେତ୍ର । ସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ । ସେପଟେ ଧାମନଗର ଦୋବଲ ୧୫୧ ବୁଥରେ ମାରପିଟ୍ ।

କନକ ବ୍ୟୁରୋ: ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଲେ ବିଜେଡି ସମର୍ଥକ । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି  । ଆହତଙ୍କ କହିବା ଅନୁସାରେ, ଶତାଧିକ  ବିଜେଡି ସମର୍ଥକ ବୁଥ୍ ଭିତରକୁ ପଶି ବୁଥ୍ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଶନି ମହାଗ୍ରହ କଥା

ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ଭାବରେ ପାଳିତ ହେବା ସହିତ, ଶନି ମହାଗ୍ରହଙ୍କର ଜୟନ୍ତୀ ରୂପେ ମଧ୍ୟ ପାଳିତ ହୋଇଥାଏ। ନବଗ୍ରହଙ୍କ କ୍ରମରେ ଶନି ସପ୍ତମ। ଏହାଙ୍କ ନାମରେ ସପ୍ତାହର ଶେଷବାର ନାମିତ ହୋଇଛି। ପ୍ରଥମ ବାର ସୂର୍ଯ୍ୟଙ୍କ ନାମରେ ‘ରବି’ ଓ ଦ୍ୱିତୀୟ ବାର ଚନ୍ଦ୍ରଙ୍କ ନାମରେ ‘ସୋମ’ ଭାବରେ ନାମିତ। ଅନ୍ୟ ଚାରି ବାର ଯଥାକ୍ରମେ ମଙ୍ଗଳ, ବୁଧ, ଗୁରୁ (ବୃହସ୍ପତି) ଏବଂ ଶୁକ୍ର ଗ୍ରହଙ୍କ ନାମରେ ନାମିତ ହୋଇଛି। ପୁରାଣ କାହାଣୀ ଅନୁସାରେ […]