ଟ୍ରାଫିକ କ୍ୟାମେରା ଫଟୋ ପାଇଁ ଫସିଲେ କେରଳ ଯୁବକ: ଅନ୍ୟ ମହିଳାଙ୍କୁ ଗାଡ଼ି ପଛରେ ବସାଇ ବୁଲାଉଥିବା ଫଟୋ ପତ୍ନୀଙ୍କ ହାତରେ ପଡ଼ିଲା
ତିରୁଅନନ୍ତପୁରମ : କେରଳ ରାସ୍ତାରେ ଲାଗିଥିବା ରୋଡ୍ ସେଫ୍ଟି କ୍ୟାମେରା ତଥା ସଡ଼କ ସୁରକ୍ଷା କ୍ୟାମେରା ଏବେ ଜଣେ ଯୁବକଙ୍କୁ ଅଡ଼ୁଆରେ ପକାଇ ଦେଇଛି। ଯୁବକ ଜଣଙ୍କ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ସ୍କୁଟର ପଛରେ ବସାଇ ବୁଲାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହେଲମେଟ୍ ପିନ୍ଧିନଥିଲେ କି ତାଙ୍କ ମହିଳା ବନ୍ଧୁ ବି ହେଲମେଟ୍ ପିନ୍ଧିନଥିଲେ। ଯୁବକ ଜଣଙ୍କ ଏଭଳି କରି ଟ୍ରାଫିକ୍ ନିୟମର ଉଲ୍ଲଂଘନ କରିଛନ୍ତି। ତେଣୁ ଖସିବେ କେମିତି। ହାଇ ଏଣ୍ଡ୍ କ୍ୟାମେରାରେ ଯୁବକ […]









