୧୫ରୁ ଖରା ତାଣ୍ଡବ, ୪୫ଂ ଉପରେ ରହିବ ପାରଦ
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୋକା’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଶୁକ୍ରବାର ଦିନ ଆକାଶ ମେଘୁଆ ରହିଥିଲା। ଆଜି(ଶନିବାର) ମଧ୍ୟ ପାଗରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ତେଣୁ ଶୁକ୍ରବାର ଭଳି ଶନିବାର ଦିନ ମଧ୍ୟ ରାଜ୍ୟକୁ ତାତିରୁ ଆଶ୍ବସ୍ତି ମିଳିବ। ହେଲେ ୧୪ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡିଗ୍ରି ଯାଏ ଦିନ ତାପମାତ୍ରା ବୃଦ୍ଧି ପାଇବ। ୧୫ ତାରିଖରୁ ନିସ୍ତାର ନାହିଁ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ […]









