ଶିବାଳୟରେ ଗଞ୍ଜେଇ ମନା: ନିର୍ଦ୍ଦେଶ ଜାରି କଲା ସଂସ୍କୃତି ବିଭାଗ
ଭୁବନେଶ୍ବର: ଶିବାଳୟରେ ଗଂଜେଇ ଧୂଆଁ ଆଉ ଭକ୍ତଙ୍କୁ ଅସ୍ତବ୍ୟସ୍ତ କରିବନି। ପ୍ରସାଦ ବାହାନାରେ କେହି ଭୋଳାନାଥଙ୍କୁ ଗଂଜେଇ ଯାଚିବେନି କି ମନ୍ଦିରରେ ପରିସରରେ ଚିଲମ ଟାଣିବେନି। ରାଜ୍ୟ ସଂସ୍କୃତି ବିଭାଗ ଏମିତି ନିଷେଧାଦେଶ ଜାରି କରିଛି। ଏ ସମ୍ପର୍କରେ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ। ବିଭିନ୍ନ ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ […]









