ପୂଜକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ଜଗତସିଂହପୁର ଟାଉନ୍ : ଘରେ ସମସ୍ୟା ଥିବା କହି ପୂଜା କରିବା ବାହାନାରେ ଜଣେ ପୂଜକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନା ପୁଲିସ ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖିଛି। ଅନ୍ୟପଟେ ସମ୍ପୃକ୍ତ ପୂଜକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ୫ ଲକ୍ଷ ଟଙ୍କା ବଟି ମଗାଯିବା ଭଳି ଅଭିଯୋଗ ଆଣିଛନ୍ତି। ଏଥିପାଇଁ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ […]









