କୋଟିଆରେ ଆନ୍ଧ୍ର ଲୋକସତ୍ତା ପାର୍ଟି: ସରକାରଙ୍କ ପରେ ଏବେ ଦଳ
କୋରାପୁଟ/ପଟାଙ୍ଗି : କୋଟିଆ ଅକ୍ତିଆର ପାଇଁ କେବଳ ଆନ୍ଧ୍ରର ଶାସକ ଦଳ କିମ୍ବା ପ୍ରଶାସନ ନୁହଁ, ଏବେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ତତ୍ପର ହେଲେଣି। କୌଣସି ପରିସ୍ଥିତିରେ ବି ଓଡ଼ିଶା ହାତରୁ କୋଟିଆକୁ ଛଡ଼ାଇ ନେବାକୁ ମସୁଧା ଚାଲିଥିବା ବେଳେ ମଇଦାନକୁ ଓହ୍ଲାଇଛି ଆନ୍ଧ୍ରପ୍ରଦେଶ ଲୋକସତ୍ତା ପାର୍ଟି। ଦଳର ସଭାପତି ବିସେଟି ବାବ୍ଜି ସୋମବାର ଦିନ ଅନୁପ୍ରବେଶ କରିବା ସହିତ ଧୂଳିପଦର, ଉପରସେମ୍ବୀ, ତଳସେମ୍ବୀ, କୁମ୍ଭିତୋଟା ଏବଂ ପାନୁକୁବାଲସା ଆଦି ଗାଁରେ ଲୋକଙ୍କୁ ଭେଟିଥିଲେ। ଓଡ଼ିଶା […]









