ମୋଦୀ ଚ୍ୟାଲେଞ୍ଜ ସତ୍ତ୍ବେ ମମତା-କଂଗ୍ରେସ ଲଢ଼େଇ କାହିଁକି?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ପାଳି ଜିତିବାକୁ ସୁଯୋଗ ନ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଆଉ କିଛିଦିନ ପରେ ବିହାରର ପାଟନାଠାରେ ଏକ ବୈଠକରେ ଏକତ୍ରିତ ହେବାକୁ ଯାଉଛନ୍ତି। କିନ୍ତୁ ତା’ ପୂର୍ବରୁ ଦୁଇ ମୁଖ୍ୟ ବିଜେପି-ବିରୋଧୀ ଦଳ କଂଗ୍ରେସ ଓ ମମତା ବନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପରସ୍ପରର ବିରୋଧାଚରଣ କରିବାରେ ଲାଗିଛନ୍ତି। ଏହାର କାରଣ କ’ଣ? ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ ବେରନ ବିଶ୍ବାସ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ […]









