୨୦୨୪ ସୁଦ୍ଧା ଟ୍ରେନଗୁଡ଼ିକରେ କବଚ ଲାଗିବ!
ନୂଆଦିଲ୍ଲୀ: ଟ୍ରେନ କଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍) ବା ‘କବଚ’ର ପରୀକ୍ଷଣ ଗତବର୍ଷ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରଯୁକ୍ତି ଟ୍ରେନଗୁଡ଼ିକରେ ଲାଗିପାରେ ବୋଲି ରେଳ ମନ୍ତ୍ରାଳୟର ପ୍ରବକ୍ତା ଅମିତାଭ ଶର୍ମା ଶନିବାର କହିଛନ୍ତି। ଦେଶବ୍ୟାପୀ ଏହି ପ୍ରଯୁକ୍ତିକୁ ଲଗାଯାଇଛି ଏବଂ ଏକାଧିକ ରେଳଲାଇନରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ଦିଆଯାଇଛି। ବର୍ତ୍ତମାନ ରେଳବାଇ ପକ୍ଷରୁ ଯେଉଁ ଦୁର୍ଘଟଣା ନିରୋଧୀ ପ୍ରଯୁକ୍ତି ବ୍ୟବହାର କରାଯାଉଛି ତାହା ଏକ ପୁରୁଣା ପ୍ରଯୁକ୍ତି। ଟ୍ରେନ ଦ୍ବୟ ପାଖାପାଖି […]









