ବିଚାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ
ନୂଆଦିଲ୍ଲୀ : ଓଡ଼ିଶାର ଜଣେ ଅବସରପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦାଏର ଚାର୍ଜସିଟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ କହିଛନ୍ତି ବିଚାର ବିଭାଗୀୟ ଅଧିକାରୀ ସେବାନିବୃତ୍ତ ଲାଭର ହକଦାର। ବିଭାଗୀୟ ଯାଞ୍ଚ କାରଣରୁ ଆବେଦନକାରୀଙ୍କ ରୋକି ଦିଆଯାଇଥିବା ଟର୍ମିନାଲ ଓ ସେବାନିବୃତ୍ତ ଲାଭ ବାର୍ଷିକ ୯ ପ୍ରତିଶତ ସୁଧ ସହିତ ପାଇବା ପାଇଁ ହକଦାର ବୋଲି ମଧ୍ୟ […]









