ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ଖେଳୁଥିଲା ଶିଶୁକନ୍ୟା, ମାଡ଼ିଗଲା ଦ୍ରୁତଗାମୀ ଟ୍ରାକ୍ଟର

ସୁନ୍ଦରଗଡ଼: ମଙ୍ଗଳବାର ସକାଳ ସାଢ଼େ ୬ଟାରେ ତଳସରା ଥାନା ଗାଇଲୋ ଗାଁ ବସ୍ତିରେ ଟ୍ରାକ୍ଟର ମାଡ଼ି ଯିବା ଫଳରେ ଏକ ୪ ବର୍ଷର ଶିଶୁକନ୍ୟାର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତା ଶିଶୁ ହେଲେ ସରୋଜ ମହାକୁଳଙ୍କ ଝିଅ ରିଦ୍ଧି ମହାକୁଳ। ରିଦ୍ଧି ଘର ବାହାରେ ଥିବା ଗଳି ରାସ୍ତାରେ ଖେଳୁଥିବା ବେଳେ ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ସବଡେଗା ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ […]

ରାଜ୍ୟ

ଅନୌପଚାରିକ ଭାବେ ବିଜେପି ସହ ବିଜେଡି ଅଛି, ମମତାଙ୍କ ସାଂସଦ ଦେଲେ ହଟଚମଟ ବୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି | ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନେ ଏବେ ମୋଦୀଙ୍କ ବିପକ୍ଷରେ ଲଢେଇ ପାଇଁ ଏକଜୁଟ ହେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାୟନ୍ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ହଟଚମଟ ବୟାନ ଦେଇଛନ୍ତି | ସେ କହିଛନ୍ତି, “ନବୀନଙ୍କ ପାଖରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପାରେ କାରଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମେ’ ମାସରେ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ ପରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଏ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ପକ୍ଷରୁ ମାମଲା‌ରେ ପକ୍ଷଭୁକ୍ତ ସମସ୍ତ ରାଜ୍ୟମାନଙ୍କୁ ‌ନୋଟିସ ଜାରି କରିଛନ୍ତି। ଛତିଶଗଡ଼ ଓ ଓଡ଼ିଶା ଗସ୍ତକାଳରେ ଟ୍ରିବ୍ୟୁନାଲ ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ଗୁଡ଼ିକର ସ୍ଥିତି ସଂପର୍କରେ ଅବଗତ ହେବା ସହ ଓଡ଼ିଶାରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣୁଛନ୍ତି ଭକ୍ତ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ବଡ଼ଦାଣ୍ଡରେ ଟାଣିବା ଆରମ୍ଭ କରିଦେଇଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ […]

ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମେ’ ମାସରେ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ ପରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଏ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ପକ୍ଷରୁ ମାମଲା‌ରେ ପକ୍ଷଭୁକ୍ତ ସମସ୍ତ ରାଜ୍ୟମାନଙ୍କୁ ‌ନୋଟିସ ଜାରି କରିଛନ୍ତି। ଛତିଶଗଡ଼ ଓ ଓଡ଼ିଶା ଗସ୍ତକାଳରେ ଟ୍ରିବ୍ୟୁନାଲ ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ଗୁଡ଼ିକର ସ୍ଥିତି ସଂପର୍କରେ ଅବଗତ ହେବା ସହ ଓଡ଼ିଶାରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବାଞ୍ଚଳ ପରିଷଦ‌ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି: ଓଡ଼ିଶାରେ ଲାଗୁହେବ ବିହାର ସ୍ମାର୍ଟ ପ୍ରିପେଡ୍‌

ନୂଆଦିଲ୍ଲୀ : ବିହାରର ସ୍ମାର୍ଟ ପ୍ରିପେଡ୍‌ ମିଟର ଯୋଜନାକୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟ ଲାଗୁ କରିବେ। ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ୧୩ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକ ବିହାର ରାଜଧାନୀ ପାଟନାରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବିହାର ମୁଖ୍ୟ ଶାସନ ସଚିବ ଅମୀର ସୁବାହାନୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ଶାସନକୁ ପୂରିଲା ୫ ବର୍ଷ, ଶୀଘ୍ର ନିର୍ବାଚନ ପାଇଁ ଦାବି ଜୋର୍‌ ଧରିଲା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆଜି କେନ୍ଦ୍ରୀୟ ଶାସନକୁ ୫ ବର୍ଷ ପୂରିଛି। ସ୍ବାଧୀନତା ପରେ ଏହା ଦେଶରେ ଦ୍ବିତୀୟ ଦୀର୍ଘକାଳୀନ ରାଷ୍ଟ୍ରପତି ଶାସନ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ମୋଟ୍‌ ୧୨୫ ଥର କେନ୍ଦ୍ରୀୟ ଶାସନ ଲାଗୁ ହୋଇଛି। ୧୯୭୭ରୁ ଜମ୍ମୁ କାଶ୍ମୀର ମୋଟ୍‌ ୮ ଥର ସିଧାସଳଖ କେନ୍ଦ୍ରୀୟ ଶାସନ ଅଧୀନରେ ରହିଛି। ଜମ୍ମୁ କାଶ୍ମୀର ମଧ୍ୟ ସର୍ବାଧିକ ୬ବର୍ଷରୁ ଅଧିକ ସମୟ କେନ୍ଦ୍ରୀୟ ଶାସନ ଅଧୀନରେ ରହିଥିଲା। ୨୦୧୪ରେ ଶେଷ ଥର ପାଇଁ ଜମ୍ମୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶୀ ସଂସଦରେ ଭାଷଣ ଦେଇଥିବା ଭାରତୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ସଂସଦର ମିଳିତ ଅଧିବେଶନରେ ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେବେ। ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ବିଦେଶୀ ସଂସଦରେ ୧୧ ଥର ଭାଷଣ ଦେଇସାରିଛନ୍ତି। ଏହାକୁ ମିଶାଇଲେ ହେବ ୧୨ ଥର। ମୋଦୀଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଦେଶୀ ପାର୍ଲାମେଣ୍ଟରେ ୭ ଥର ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧି ୪ ଥର, ଜବାହରଲାଲ ନେହରୁ ୩ ଥର, ରାଜୀବ ଗାନ୍ଧି ୨ ଥର, ଅଟଳବିହାରୀ ବାଜପେୟୀ […]

ରାଜ୍ୟ

ବଜ୍ରପାତରେ ଦନ୍ତା ମୃତ

ବଡ଼ମ୍ବା : ଆଠଗଡ଼ ବନାଞ୍ଚଳ ତଥା ବଡ଼ମ୍ବା ବନଖଣ୍ଡ ଅଧୀନ ହଳଦିଆ ପାହାଡ଼ ଓ ନାଗତୋଟା ସଂଲଗ୍ନ ଅରାଣ୍ଡା ଦଳିତସାହି ନିକଟରେ ଗତକାଲି ବିଳମ୍ବିତ ରାତିରେ ବଜ୍ରପାତ ହେବାରୁ ଏକ ଦନ୍ତା ହାତୀ ପ୍ରାଣ ହରାଇଛି। ମୃତ ହାତୀର ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଗତକାଲି ରାତି ପ୍ରାୟ ୩ଟାରେ ବଡ଼ମ୍ବା ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଦଳଛଡ଼ା ହୋଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୨ରେ ୨୮ ବିଧାନସଭା ହାରାହାରି ୨୧ ଦିନ ବସିଛି; କେରଳ ସର୍ବାଧିକ ୪୮ ଦିନ, ଓଡ଼ିଶା ୪୧ ଦିନ

ନୂଆଦିଲ୍ଲୀ : ଦେଶକୁ ନିକଟରେ ଏକ ନୂଆ ସଂସଦ ଭବନ ମିଳିଛି। ଏଥିରେ ଉତ୍ସାହିତ ହୋଇ ଅନେକ ରାଜ୍ୟ ନୂଆ ବିଧାନସଭା ଭବନ ନିର୍ମାଣ ପାଇଁ ‌ଯୋଜନା କରିଛନ୍ତି। ଏଭଳି ସ୍ଥଳେ ରାଜ୍ୟ ବିଧାନସଭାଗୁଡ଼ିକ କାର୍ଯ୍ୟ କିଭଳି ଚାଲିଛି ବ୍ୟବସ୍ଥାପିକା ସଂପର୍କରେ ଅନୁଶୀଳନ କରୁଥିବା ସଂସ୍ଥା ପିଆରଏସ୍‌ ଲେଜିସ‌ଲେଟିଭ ରିସର୍ଚ୍ଚର ‘ଆନୁଆଲ ରିଭ୍ୟୁ ଅଫ୍‌ ଷ୍ଟେଟ୍‌ ଲଜ୍‌ ୨୦୨୨’ ରିପୋର୍ଟରେ ତାହା ପଦାକୁ ଆସିଛି। ରିପୋର୍ଟ ଅନୁଯାୟୀ ୨୦୨୨ରେ ୨୮ଟି ରାଜ୍ୟ ବିଧାନସଭା ହାରାହାରି ୨୧ ଦିନ […]