ଜାଣନ୍ତୁ ଆଜିର ରାଶିଫଳ
ମେଷ: ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ । ଦୀନତା, ରୋଗ, ଶୋକ, ଘେରିଧରିବ । କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ କରନ୍ତୁ । ରାତ୍ରି ୦୭ା୪୯ ଗତେ ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଘଟିପାରେ । ବ୍ୟବସାୟରେ ଉନ୍ନତି ଘଟିବ । •କିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । […]









