SBI ଗ୍ରାହକଙ୍କୁ ମିଳିବ ବିନା କାର୍ଡରେ ଟଙ୍କା ଉଠାଇବାର ସୁବିଧା, ଲଞ୍ଚ ହେଲା ଅପଡେଟେଡ YONO ଆପ୍
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଗ୍ରାହକଙ୍କୁ ଉନ୍ନତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ଦିଗରେ ଅନେକ ପଦକ୍ଷେପ ନେଇଛି । ଏସବିଆଇ ରବିବାର ଦିନ ଏହାର ୟୋନୋ ଆପର ଏକ ଅପଡେଟ୍ ଭର୍ସନ ଲଞ୍ଚ କରିଛି । ଆପରେ ପରିବର୍ତ୍ତନ ପରେ, ଲୋକମାନେ ୟୋନୋରୁ ସିଧାସଳଖ ପେମେଣ୍ଟ କରିପାରିବେ । ବ୍ୟାଙ୍କ ଏହାର ୟୁପିଆଇ ପେମେଣ୍ଟ ମୋଡରେ ଅନେକ ଫିସର୍ଚ ଯୋଡିଛି , ଯାହା ମାଧ୍ୟମରେ ଯେକୌଣସି ସ୍ଥାନକୁ […]









